Odia love shayari photo with sad shayari
ପ୍ରଥମ ପ୍ରେମର ପ୍ରଥମ ଦେଖା
ଗୋଲାପ ଫୁଲକୁ ମନେ ରଖିଥା
ଆଉ କାହାକୁ ତୁ ଦେବୁନିମନ
ଆଜିଠାରୁ ହେଲୁ ତୁ ମୋ ଜୀବନ
i love you
ମନ ଭଳି ତୋ ରୂପ ସୁନ୍ଦର
କଥାଟି ତୋର ଭାରି ମଧୁର
ପାଇବାକୁ ତତେ ମନ ହୁଏ ଅଧିର
ନ ଲାଗୁ ତତେ କାହା ନଜର
i love you
ଭଲମୁ ତମକୁ ପାଇଲି ବୋଲି
ଦୁନିଆ କଲା ମତେ ପର
ତୁମେ ଯଦି ମତେ ପର କରିଦେବ
କିଏ ବା ହେବ ମୋ ଆପଣାର
ଜୀବନରେ ସମ୍ମାନ ଆଉ ଭଲପାଇବା ଏମିତି ଏକ ସମ୍ପତ୍ତି
ଆପଣ ଯେତେ ବାଣ୍ଟିବେ ତାହା ସୁଦ୍ଧା ସହ ଆପଣଙ୍କ ପାଖକୁ ଫେରିବ
ଏକୁଟିଆ ବସି କାନ୍ଦିବାରେ ଟିକେ ଅଲଗା ଖୁସି ମିଳେ
କାରଣ ଆମେ ନିଜେ ନିଜକୁ ପ୍ରଶ୍ନ କରିପାରିବ
ଆଉ ନିଜେହିଁ ଉତ୍ତର ଦେଇପାରିବା
Bele bele kichhi samparka ku banchei rakhiba pain
kichhi katha ku anadekha karibaku padithae
Kebe muka hoi ta au kebe andha hoi
Tankara Prasansha kara jia tumaku hrudayaru chanhuchhi kanhikina
Athi cheheraku bhalapaiba loka bahut achanti
To katha o sehi puruna dina manepadile
Akhire sina luha aseni kintu hrudaya kandi pakai
KHUSIRE GADHA A JIBANA MORA
KANDHEI SAJEI DELA,
BUJHILANI TIKE MANAKU MORA
EMITI NISTURA HELA.
JETE DURE THILE MOTE LAGUTHILA
TUME ACHA PAKHE PAKHE,
KETE HASA KHUSI DEI BITUTHILA
AMA AEI JIBANA SATE.
plz do not enter any spam link in the comment box
plz do not enter any spam link in the comment box